କ୍ରମାଗତ ୫ମ ଦିନ ପାଇଁ ଖସିଲା ଷ୍ଟକ ବଜାର : ସେନସେକ୍ସ ୬୧୭ ପଏଣ୍ଟ ହ୍ରାସ

ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ହ୍ରାସ ଜାରି ରହିଛି ଏବଂ ଷ୍ଟକ ବଜାର କ୍ରମାଗତ ପଞ୍ଚମ ଦିନ ପାଇଁ ବଜାର ହ୍ରାସ ସହ ବନ୍ଦ ହୋଇଛି। ଆଜିର କାରବାରରେ ବ୍ୟାଙ୍କିଙ୍ଗ୍ ଓ ମିଡିଆ ସେୟାରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ କ୍ଷେତ୍ରୀୟ ସୂଚକାଙ୍କ ହ୍ରାସ ସହ ବନ୍ଦ ହୋଇଯାଇଛି। ମେଟାଲ ଷ୍ଟକ ୩ ପ୍ରତିଶତରୁ ଅଧିକ ଏବଂ ଆଇଟି ଷ୍ଟକ ୨.୧୯ ପ୍ରତିଶତ ହ୍ରାସ ପାଇଛି। ନିଫ୍ଟିର ହେଲଥକେୟାର … Continue reading କ୍ରମାଗତ ୫ମ ଦିନ ପାଇଁ ଖସିଲା ଷ୍ଟକ ବଜାର : ସେନସେକ୍ସ ୬୧୭ ପଏଣ୍ଟ ହ୍ରାସ